ଓଡ଼ିଶାରେ ଜାତୀୟ ଚେସ ଏକାଡେମୀ ପାଇଁ ନିଷ୍ପତ୍ତି;ଟିମରେ ଫିଡେ ଆର୍ବିଟର ରଞ୍ଜନ ମହାନ୍ତି ସାମିଲ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୫-୨୦୨୧ ଓଡିଶା କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଯାଉଛି, ବିଶେଷ କରି ଦିମାଗର ଗେମ “ଚେସ” ଓପରେ ରାଜ୍ଯ ସରକାର ପ୍ରାଧାନ୍ଯ ଦେବାକୁ ଯାଉଛନ୍ତି । ଗ୍ରାଣ୍ଡମାଷ୍ଟର ପ୍ରବୀଣ ଥିପେସୀଙ୍କ ଅଧ୍ଯକ୍ଷତାରେ ଏକ ସାତ ଜଣିଆ ଯୋଜନା ଓ ସମନ୍ବୟ କମିଟି ଗଠନ ହୋଇଛି ।କମିଟିରେ ଏଆଇସିଏଫ ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂ ଚୌହାନ,ଏଆଇସିଓ ସଭାପତି ତଥା ଏଆଇସିଏଫ ନବନିର୍ବାଚିତ ଯୁଗ ସମ୍ପାଦକ ରଞ୍ଜନ ମହାନ୍ତି, କିଟ ଓ କିସ କ୍ରୀଡା … Continue reading ଓଡ଼ିଶାରେ ଜାତୀୟ ଚେସ ଏକାଡେମୀ ପାଇଁ ନିଷ୍ପତ୍ତି;ଟିମରେ ଫିଡେ ଆର୍ବିଟର ରଞ୍ଜନ ମହାନ୍ତି ସାମିଲ।